ଅର୍ଥ : ସଙ୍ଗୀତରେ ପୂର୍ଣ୍ଣତା ବା ଦକ୍ଷତା ଆଣିବାପାଇଁ ା ସ୍ୱରକୁ ନେଇ କରାଯାଉଥିବ ଅଭ୍ୟାସ
ଉଦାହରଣ :
ଅଧିକାଂଶ ଗାୟକ ସକାଳୁସକାଳୁ ରିୟାଜ୍ କରନ୍ତି
ସମକକ୍ଷ : ସ୍ୱରଅଭ୍ୟାସ, ସ୍ୱରସାଧନ
ଅନ୍ୟ ଭାଷାରେ ଅନୁବାଦ :
संगीत में पूर्णता या दक्षता प्राप्त करने के लिए स्वरों का किया जाने वाला अभ्यास।
हमारे गुरुजी की सुबह रियाज़ से शुरू होती है।