ଅର୍ଥ : ଭିଟାମିନ ଡି ତଥା କ୍ୟାଲସିୟମ ଅଭାବରେ ପିଲାମାନଙ୍କୁ ହେଉଥିବା ଏକ ରୋଗ
ଉଦାହରଣ :
ରିକେଟ୍ସ ରୋଗରେ ଅସ୍ତିଗୁଡ଼ିକ ମୋଡ଼ିହୋଇ କୁରୂପ ହୋଇଯାଏ
ସମକକ୍ଷ : ରିକେଟ୍ସ ରୋଗ
ଅନ୍ୟ ଭାଷାରେ ଅନୁବାଦ :
विटामिन डी तथा कैल्शियम की कमी से बच्चों को होने वाला एक रोग।
रिकेट्स में अस्थियाँ मुड़कर कुरूप हो जाती हैं।