ଅର୍ଥ : ଅତ୍ୟନ୍ତ ଦୃଢଭାବରେ ଶକ୍ତକାଠରେ ଓହଳାଯାଇଥିବା ଗୋଟିଏ ପ୍ରକାରର ବଡ଼ତରାଜୁ
ଉଦାହରଣ :
ରାଟୁଳରେ ଲୁହା,କାଠ ଆଦି ଓଜନ ହୁଏ
ସମକକ୍ଷ :
ରାତୁଳ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का बड़ा तराजू जिसे लट्ठा आदि गाड़कर लटकाया जाता है।
राटुल से लोहा,लकड़ी आदि तौलते हैं।
राटुल,
रातुल