ଅର୍ଥ : ରାଜସିଂହାସନ କିମ୍ବା ଗାଦିରେ ଆସୀନ ହେବା ସମୟରେ କରାଯାଉଥିବା କୃତ୍ୟ
ଉଦାହରଣ :
ରାଜାଭିଷେକ ପୂର୍ବରୁ ରାମଙ୍କୁ ବନବାସ ଯିବାକୁ ପଡ଼ିଲା
ଅନ୍ୟ ଭାଷାରେ ଅନୁବାଦ :
The ceremony of installing a new monarch.
coronation, enthronement, enthronisation, enthronization, investiture