ଅର୍ଥ : ଉଜ୍ଜୟିନୀର ଜଣେ ପ୍ରସିଦ୍ଧ ପ୍ରତାପୀ ରାଜା
ଉଦାହରଣ :
ବିକ୍ରମାଦିତ୍ୟ ହିଁ ବିକ୍ରମ-ସମ୍ବତ ଚଳାଇଥିଲେ
ସମକକ୍ଷ : ବିକ୍ରମ, ବିକ୍ରମାଦିତ୍ୟ, ଶକାରି
ଅନ୍ୟ ଭାଷାରେ ଅନୁବାଦ :
उज्जैन के एक प्रसिद्ध प्रतापी राजा।
विक्रमादित्य ने ही विक्रम-संवत् चलाया था।