ଅର୍ଥ : ରାଜନୈତିକ ପ୍ରାର୍ଥୀଙ୍କ ମଧ୍ୟରେ ହେଉଥିବା ଦୌଡ଼
ଉଦାହରଣ :
ରାଜନୈତିକ ଦୌଡ଼ରେ ପଛରେ ନପଡ଼ିବାକୁ ସମସ୍ତ ନେତାଙ୍କର ଚେଷ୍ଟା ରହିଥାଏ
ସମକକ୍ଷ : ରାଜନୀତି ଦୌଡ଼
ଅନ୍ୟ ଭାଷାରେ ଅନୁବାଦ :
वह दौड़ जो राजनैतिक उम्मीदवारों के मध्य होती है।
सभी नेताओं की यह कोशिश रहती है कि वे राजनीतिक दौड़ में पिछड़े नहीं।