ଅର୍ଥ : ଯେଉଁ ଶାସ୍ତ୍ରରେ ରାଜନୀତି ସମ୍ପର୍କରେ ଅଧ୍ୟୟନ କରାଯାଏ
ଉଦାହରଣ :
ଭୂପେନ୍ଦ୍ର ରାଜନିତୀବିଜ୍ଞାନରେ ଜଣେ ସ୍ନାତକ
ସମକକ୍ଷ : ରାଜନୀତିବିଜ୍ଞାନ
ଅନ୍ୟ ଭାଷାରେ ଅନୁବାଦ :
वह शास्त्र जिसमें राजनीति के बारे में अध्ययन किया जाता है।
भूपेंद्र राजनीति शास्त्र में स्नातक है।