ଅର୍ଥ : ବିନା ରହସ୍ୟଯୁକ୍ତ ବା ଯେଉଁଥିରେ କିଛି ରହସ୍ୟ ନାହିଁ
ଉଦାହରଣ :
ଏହା ରହସ୍ୟହୀନ ଘଟଣା, ଆପଣ ମିଛରେ ଏହାକୁ ରହସ୍ୟମୟ କହୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
बिना रहस्य का या जिसमें कोई रहस्य न हो।
यह रहस्यहीन मामला है, आप इसे झूठमूठ में रहस्यमय बता रहे हैं।
अगूढ,
रहस्यहीन