ଅର୍ଥ : ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଶ୍ରୀଜଗନ୍ନାଥଙ୍କ ଠାରେ ହେଉଥିବା ଉତ୍ସବ, ଯେଉଁଥିରେ ତାଙ୍କୁ ରଥରେ ବସାଇ ବାହାର କରାଯାଏ
ଉଦାହରଣ :
ଏ ବର୍ଷ ରଥଯାତ୍ରା ଦେଖିବାପାଇଁ ଆମେ ପୁରୀ ଯାଇଥିଲୁ
ଅନ୍ୟ ଭାଷାରେ ଅନୁବାଦ :
आषाढ़ शुक्ल द्वितीया को होने वाला जगन्नाथजी का उत्सव जिसमें उन्हें रथ पर बैठाकर निकाला जाता है।
इस साल हम रथयात्रा दर्शन के लिए पुरी गए थे।A day or period of time set aside for feasting and celebration.
festival