ଅର୍ଥ : ରାଜାଙ୍କର ପୁତ୍ର
ଉଦାହରଣ :
ରାଜାଙ୍କ ପରେ ରାଜକୁମାରଙ୍କର ହିଁ ତାଙ୍କ ସିଂହାସନ ଉପରେ ଅଧିକାର ଥାଏ ନେପାଳର ରାଜକୁମାର ଶାହୀ ପରିବାରକୁ ହତ୍ୟା କଲେ ଏବଂ ନିଜେ ନିଜ ଗୁଳିର ଶିକାର ହୋଇଗଲେ
ସମକକ୍ଷ : ରାଜକୁମାର, ରାଜପୁତ୍ର, ରାଜାପୁଅ
ଅନ୍ୟ ଭାଷାରେ ଅନୁବାଦ :
A male member of a royal family other than the sovereign (especially the son of a sovereign).
prince