ଅର୍ଥ : ଚିତ୍ରକାର ଆଦି କୌଣସି ଚିତ୍ର ଆଙ୍କିବା ସମୟରେ ରଙ୍ଗ ରଖୁଥିବା ରଙ୍ଗଦାନୀ
ଉଦାହରଣ :
ଚିତ୍ରକାର ଚିତ୍ର ରଙ୍ଗେଇବା ସମୟରେ ବାରଂବାର ତୁଳିକୁ ରଙ୍ଗଦାନୀରେ ବୁଡ଼ାଇଥାଏ
ସମକକ୍ଷ : ରଙ୍ଗଦାନୀ
ଅନ୍ୟ ଭାଷାରେ ଅନୁବାଦ :
वह पात्र जिसमें चित्रकार आदि किसी चित्र को रंगते समय रंग रखते हैं।
चित्रकार चित्र रंगते समय बार-बार तूलिका को रंगदानी में डुबो रहा था।