ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ରଙ୍ଗକରିବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ : ମୁଁ ରଙ୍ଗାଜୀବଦ୍ୱାରା ଦୁଇମିଟର କନା ରଙ୍ଗାଇଲି
ସମକକ୍ଷ : ରଙ୍ଗାଇବା, ରଙ୍ଗେଇବା, ରଞ୍ଜିତକରାଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
रंगने का काम दूसरे से करवाना।
Color with dye.
ଅର୍ଥ : ଅନ୍ୟ କାହାଦ୍ୱାରା ରଙ୍ଗକରିବାକାମ କରାଇବା
ଉଦାହରଣ : ସେ ତାଙ୍କ ଘରକୁ ଚାକରଙ୍କଦ୍ୱାରା ରଙ୍ଗାଇଲେ
ସମକକ୍ଷ : ରଙ୍ଗାଇବା, ରଞ୍ଜାଇବା, ରଞ୍ଜିତ କରାଇବା
ଅନ୍ୟ ଭାଷାରେ ଅନୁବାଦ :हिन्दी
पोतने का काम दूसरे से करवाना।
ସଂସ୍ଥାପନ କରନ୍ତୁ