ଅର୍ଥ : ଯେଉଁ ମଙ୍ଗଳସୂଚକ ସୂତ୍ରଆଦି ରକ୍ଷାବନ୍ଧନ ପର୍ବଦିନ ମଣିବନ୍ଧରେ ବନ୍ଧାଯାଏ
ଉଦାହରଣ :
ଗୀତା ତା ଭାଇ ହାତରେ ରାକ୍ଷୀ ବାନ୍ଧୁଛି
ସମକକ୍ଷ : ରକ୍ଷାବନ୍ଧନ, ରାକ୍ଷୀ
ଅନ୍ୟ ଭାଷାରେ ଅନୁବାଦ :
वह मंगलसूचक सूत्र आदि जो रक्षाबंधन के त्योहार के दिन कलाई पर बाँधा जाता है।
गीता अपने भाई को राखी बाँध रही है।