ଅର୍ଥ : ଏକ ପ୍ରକାରର ପ୍ରଦର ରୋଗ
ଉଦାହରଣ :
ରକ୍ତପ୍ରଦରରେ ଯୋନିରୁ ରକ୍ତସ୍ରାବ ହୋଇଥାଏ
ସମକକ୍ଷ : ରକ୍ତପ୍ରଦର ରୋଗ
ଅନ୍ୟ ଭାଷାରେ ଅନୁବାଦ :
Bleeding from the uterus that is not due to menstruation. Usually indicative of disease (as cervical cancer).
metrorrhagia