ଅର୍ଥ : ଯର୍ଜୁବେଦ ଅନୁସାରେ ସବୁ କାର୍ଯ୍ୟ କରୁଥିବା ପଣ୍ଡିତ
ଉଦାହରଣ :
ପଣ୍ଡିତ ଶ୍ୟାମାନନ୍ଦ ଜଣେ ଯର୍ଜୁବେଦୀ ବ୍ରାହ୍ମଣ
ସମକକ୍ଷ : ଯର୍ଜୁବେଦୀୟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଯର୍ଜୁବେଦରେ ଜ୍ଞାନୀ ବା ପଣ୍ଡିତ
ଉଦାହରଣ :
ଆମର ଏଠାକୁ ଜଣେ ଯର୍ଜୁବେଦୀ ପଣ୍ଡିତ ଆସିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :