ଅର୍ଥ : ଯେଉଁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ଉଣେଇଶ ଶହ ସତସ୍ତରିରୁ ଉଣେଇଶ ଶହ ଅଣାଅଶୀ ପର୍ଯ୍ୟନ୍ତ ଥିଲା
ଉଦାହରଣ :
ମୋରାରଜୀ ଦେଶାଇ ଜଣେ କୁଶଳୀ ରାଜନୀତିଜ୍ଞ ଥିଲେ
ସମକକ୍ଷ : ମୋରାରଜୀ ଦେଶାଇ
ଅନ୍ୟ ଭାଷାରେ ଅନୁବାଦ :
एक भारतीय प्रधानमंत्री जिनका कार्यकाल उन्नीस सौ सतहत्तर से लेकर उन्नीस सौ उन्यासी तक था।
मोरारजी देसाई एक कुशल राजनीतिज्ञ थे।