ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମୋତିହାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମୋତିହାର   ବିଶେଷ୍ୟ

ଅର୍ଥ : ମୋତିର ମାଳା ବା ସେହି ମାଳା ଯାହା ମୋତି ଗୁନ୍ଥି ତିଆରି କରାଯାଇଥାଏ

ଉଦାହରଣ : ତା’ ଗଳାରେ ମୋତିମାଳା ସୁଶୋଭିତ ହେଉଥିଲା

ସମକକ୍ଷ : ମୁକ୍ତାମାଳା, ମୁକ୍ତାହାର, ମୋତିମାଳା


ଅନ୍ୟ ଭାଷାରେ ଅନୁବାଦ :

मोती की माला या वह माला जो मोती पिरोकर बनायी जाती है।

उसके गले में मोती माला सुशोभित हो रही थी।
मुक्त माल, मुक्तमाल, मुक्ता माला, मुक्ता लता, मुक्ता हार, मुक्तामाला, मुक्तालता, मुक्तावली, मुक्ताहार, मोती माला

Jewelry consisting of a cord or chain (often bearing gems) worn about the neck as an ornament (especially by women).

necklace