ଅର୍ଥ : ଯେଉଁ ଖୁଣ୍ଟିରେ ବଳଦଙ୍କୁ ବାନ୍ଧି ଫସଲକୁ ବେଙ୍ଗଳା କରାଯାଏ
ଉଦାହରଣ :
ଚାଷୀ ଖଳାରେ ମେରି ପୋତୁଛି, ଯାହାଫଳରେ ବଳଦଙ୍କଦ୍ୱାରା ବେଙ୍ଗଳା ପକାଯାଇପାରିବ
ସମକକ୍ଷ :
ମେରି, ମେଳି
ଅନ୍ୟ ଭାଷାରେ ଅନୁବାଦ :
वह खंबा जिसमें बैलों को बाँधकर फसल की दौंरी कराई जाती है।
किसान खलिहान में मेधि गाड़ रहा है ताकि बैलों द्वारा दौंरी कराई जा सके।
मेधि