ଅର୍ଥ : ଲବଣହୀନ ଜଳ ଯାହା ସାବୁନ ସହିତ ମିଶିଲେ ସହଜରେ ଫେଣ ହୁଏ
ଉଦାହରଣ :
ମୃଦୁଜଳରେ ସହଜରେ ଲୁଗା ସଫା କରିହୁଏ
ଅନ୍ୟ ଭାଷାରେ ଅନୁବାଦ :
Water that is not hard (does not contain mineral salts that interfere with the formation of lather with soap).
soft water