ଅର୍ଥ : ଯେଉଁ ସ୍ଥାନରେ ଶିକାର କରାଯାଏ
ଉଦାହରଣ :
ଆଗ କାଳରେ ରାଜାମାନେ ଶିକାର କରିବା ନିମନ୍ତେ ମୃଗୟା_ବନକୁ ଯାତ୍ରା କରୁଥିଲେ
ସମକକ୍ଷ : ଆଖେଟ ବନ, ମୃଗୟା କ୍ଷେତ୍ର
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ शिकार किया जाता है।
पहले के राजा-महाराजा शिकार करने के लिए आखेट वन जाया करते थे।An area in which game is hunted.
hunting ground