ଅର୍ଥ : ଯେଉଁ ସ୍ଥାନରେ ଶିକାର କରାଯାଏ
ଉଦାହରଣ :
ଆଗ କାଳରେ ରାଜାମାନେ ଶିକାର କରିବା ନିମନ୍ତେ ମୃଗୟା_ବନକୁ ଯାତ୍ରା କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ शिकार किया जाता है।
पहले के राजा-महाराजा शिकार करने के लिए आखेट वन जाया करते थे।An area in which game is hunted.
hunting groundଅର୍ଥ : ଶିକାର କରିବା ସ୍ଥାନ
ଉଦାହରଣ :
ରାଜାମାନଙ୍କପାଇଁ ବଡ଼ବଡ଼ ଜଙ୍ଗଲ ହିଁ ମୃଗୟା କ୍ଷେତ୍ର ଥିଲା
ସମକକ୍ଷ : ମୃଗୟା ସ୍ଥଳ