ଅର୍ଥ : ଏକ ପ୍ରକାରର ସିଧା ତରବାରୀ ଯାହାର ମୁନ ସିଧା ପଶି ଯାଏ
ଉଦାହରଣ :
ଡାକୁମାନେ ମୁନିଆ ଖଣ୍ଡାରେ ଗୃହ ସ୍ୱାମୀଙ୍କ ଉପରେ ଆଘାତ ଦେଇ ତାଙ୍କୁ ଆହତ କରିଦେଲେ
ଅନ୍ୟ ଭାଷାରେ ଅନୁବାଦ :
एक प्रकार की सीधी तलवार जो नोक के बल सीधी भोंकी जाती है।
डाकुओं ने किरच से गृहस्वामी पर वार कर उन्हें घायल कर दिया।
किरच,
किर्च
A cutting or thrusting weapon that has a long metal blade and a hilt with a hand guard.
blade,
brand,
steel,
sword