ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଲୁହାରେ ଛିଦ୍ର କରିବାପାଇଁ କମାରମାନଙ୍କର ଏକ ଉପକରଣ
ଉଦାହରଣ : କମାର ପୁଆରିରେ ଲୁହା ପ୍ଲେଟ୍ କଣା କରୁଛି
ସମକକ୍ଷ : ପୁଆରି, ଫୋଡ଼ଣି
ଅନ୍ୟ ଭାଷାରେ ଅନୁବାଦ :हिन्दी
लोहे में छेद करने का लोहारों का एक औजार।
ଅର୍ଥ : ଲୁହାରେ କଣା କରିବାପାଇଁ ବ୍ୟବହାର କରାଯାଉଥିବା ଛେଣି
ଉଦାହରଣ : କମାର ଫୋଡ଼ଣୀରେ ଲୁହା ଖଣ୍ଡକୁ କଣା କରୁଛି
ସମକକ୍ଷ : ଫୋଡ଼ଣୀ, ବେଧନୀ
लोहे में छेद करने की छेनी।
ଅର୍ଥ : ଗୋଟିଏ ପ୍ରକାରର ଝାଡ଼
ଉଦାହରଣ : ମୁନାର ଫଳ ବରକୋଳି ସମାନ ହୋଇଥାଏ
एक तरह की झाड़ी।
ସଂସ୍ଥାପନ କରନ୍ତୁ