ଅର୍ଥ : ଉପର ଓ ତଳ ଓଠ ସହିତ କାହାର ଚେହେରାର ଅଂଶବିଶେଷ
ଉଦାହରଣ :
ସେ ବଡ଼ବଡ଼ ହେଉଥିବା ଲୋକ ମୁହଁରେ ଗୋଟେ ଚଟକଣା ମାରିଲେ ଶିକ୍ଷକ ଛାତ୍ରମାନଙ୍କୁ ମୁହଁରେ ଆଙ୍ଗୁଳି ରଖିବାକୁ କହିଲେ
ସମକକ୍ଷ : ମୁହଁ
ଅନ୍ୟ ଭାଷାରେ ଅନୁବାଦ :
The externally visible part of the oral cavity on the face and the system of organs surrounding the opening.
She wiped lipstick from her mouth.ଅର୍ଥ : ଏକ ବସ୍ତୁର ଉପର ବା ବାହାରର ଖୋଲାଥିବା ଯେଉଁ ଭାଗଦ୍ୱାରା କୌଣସି ବସ୍ତୁ ଭିତରକୁ ଯାଏ ବା ବାହାରକୁ ଆସେ
ଉଦାହରଣ :
ଏହି ବୋତଲର ମୁହଁ ବହୁତ ସରୁଆ
ସମକକ୍ଷ : ମୁହଁ
ଅନ୍ୟ ଭାଷାରେ ଅନୁବାଦ :
An opening that resembles a mouth (as of a cave or a gorge).
He rode into the mouth of the canyon.ଅର୍ଥ : ଯେଉଁ ଅଙ୍ଗଦ୍ୱାରା ପ୍ରାଣୀ କଥାବାର୍ତ୍ତା କରେ ଓ ଭୋଜନ କରେ
ଉଦାହରଣ :
ସେ ଏତେ ଡରିଯାଇଥିଲେ ଯେ ତାଙ୍କ ମୁହଁରୁ କୌଣସି ଶବ୍ଦ ବାହାରୁ ନଥିଲା
ଅନ୍ୟ ଭାଷାରେ ଅନୁବାଦ :
The opening through which food is taken in and vocalizations emerge.
He stuffed his mouth with candy.