ଅର୍ଥ : ଯେଉଁ ପତ୍ରଦ୍ୱାରା କୌଣସି ବ୍ୟକ୍ତିଙ୍କୁ କାହାରି ତରଫରୁ ଅଦାଲତି କାର୍ଯ୍ୟ କରିବା ନିମନ୍ତେ ଅଧିକାର ମିଳିଛି
ଉଦାହରଣ :
ଆଜି ବିନୋଦ ମୁକ୍ତିଆରନାମା ନେଇ ଓକିଲ ପାଖକୁ ଯାଇଥିଲା
ସମକକ୍ଷ : ମୁକ୍ତାରନାମା, ମୁକ୍ତିଆରନାମା
ଅନ୍ୟ ଭାଷାରେ ଅନୁବାଦ :
वह पत्र जिसके द्वारा किसी व्यक्ति को किसी और से अदालती कार्यवाही करने का अधिकार मिला हो।
आज विनोद मुख़्तारनामा लेकर वकील के पास गया था।A legal instrument authorizing someone to act as the grantor's agent.
power of attorney