ଅର୍ଥ : ଏକ ପ୍ରକାରର ବସନ୍ତ ରୋଗ
ଉଦାହରଣ :
ମିଳିମିଳାରେ ରୋଗୀକୁ ନିମ ପତ୍ରରେ ଝାଡ଼ିଲେ ବହୁତ ଉପକାର ମିଳେ
ଅନ୍ୟ ଭାଷାରେ ଅନୁବାଦ :
एक प्रकार की चेचक।
दुलारी में रोगी को नीम के पत्ते से झाड़ना बहुत फायदेमंद होता है।ଅର୍ଥ : ଯେଉଁ ଜ୍ୱର ମିଳିମିଳା ବାହାରିବା ପୂର୍ବରୁ ଆସିଥାଏ
ଉଦାହରଣ :
ବୈଦ୍ୟଙ୍କ ମତରେ ମୋହନକୁ ମିଳିମିଳା ଜ୍ୱର ହୋଇଛି
ଅନ୍ୟ ଭାଷାରେ ଅନୁବାଦ :