ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯାହା ସତ୍ୟ ନୁହେଁ
ଉଦାହରଣ : ମିଛ କହିବା ପାପ
ସମକକ୍ଷ : ଅସତ୍ୟ, ମିଛ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह जो सत्य न हो।
The state of being false or untrue.
ଅର୍ଥ : ଯାହାର ଉଚିତ ବା ଠିକ୍ ଆଧାର ନ ଥାଏ
ଉଦାହରଣ : ଲୋକମାନଙ୍କ ମନରେ ନିଜ ବିଷୟରେ ମିଥ୍ୟା ଭାବନା ରହିଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसका कोई उचित या ठीक आधार न हो।
ଅର୍ଥ : ଯିଏ ଅସତ୍ୟରେ ପୂର୍ଣ୍ଣ
ଉଦାହରଣ : ସାକ୍ଷୀର ମିଥ୍ୟା ବୟାନ ଯୋଗୁଁ ନିର୍ଦ୍ଦୋଷୀକୁ ଫାସୀ ଦଣ୍ଡ ମିଳିଲା
ସମକକ୍ଷ : ଅମୂଳକ, ଅସତ୍ୟ, ଭୁଲ୍, ମିଛ
जो असत्यता से भरा हुआ हो।
Not according with the facts.
ସଂସ୍ଥାପନ କରନ୍ତୁ