ଅର୍ଥ : ଯେ କୌଣସି ପ୍ରକାରର ନିର୍ଦ୍ଦେଶ କରନ୍ତି ବା ବତାନ୍ତି
ଉଦାହରଣ :
ଆମେ ଏହି କାମ ଜଣେ କୁଶଳୀ ନିର୍ଦ୍ଦେଶକଙ୍କ ମାର୍ଗଦର୍ଶନରେ କରୁଛୁ
ସମକକ୍ଷ : ନିର୍ଦ୍ଦେଶକ
ଅନ୍ୟ ଭାଷାରେ ଅନୁବାଦ :
वह जो किसी प्रकार का निर्देश करता या कुछ बतलाता हो।
हम यह काम एक कुशल निर्देशक के मार्गदर्शन में ही कर रहे हैं।