ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ମାନ୍ଦ୍ରାଜର ନିବାସୀ
ଉଦାହରଣ : କେତେଜଣ ମାନ୍ଦ୍ରାଜୀ ମୋର ଭଲ ସାଙ୍ଗ
ସମକକ୍ଷ : ଚେନ୍ନାଇ ବାସୀ, ମାଡ୍ରାସୀ, ମାଦ୍ରାସୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
मद्रास का निवासी।
A native or inhabitant of India.
ଅର୍ଥ : ମାନ୍ଦ୍ରାଜସହ ସମ୍ବନ୍ଧିତ ବା ମାନ୍ଦ୍ରାଜର
ଉଦାହରଣ : ସୋହନକୁ ମାନ୍ଦ୍ରାଜୀ ଭୋଜନ ଭଲ ଲାଗେ
ସମକକ୍ଷ : ମାଡ୍ରାସୀ, ମାଦ୍ରାସୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
मद्रास से संबंधित या मद्रास का।
ସଂସ୍ଥାପନ କରନ୍ତୁ