ଅର୍ଥ : ଘୋରଣା ମଝିରେ ଥିବା ଖୁଣ୍ଟି ଯାହା ଉପରେ ଉପର ଚକି ବୁଲେ
ଉଦାହରଣ :
ମଞ୍ଜରୀ ଦୋହଲୁଥିବା ମାଣିଖୁଣ୍ଟିକୁ ବାଡ଼େଇ ସଜାଡ଼ି ଦେଲା
ସମକକ୍ଷ :
ମାଣିକାଠି
ଅନ୍ୟ ଭାଷାରେ ଅନୁବାଦ :
चक्की के बीच की खूँटी जिस पर ऊपर का पाट घूमता है।
मंजरी ने हिल रहे अखौट को ठोंक कर ठीक किया।
अखौट,
अखौटा