ଅର୍ଥ : ସେହି ରାଜକୀୟ ଅଧିକାରୀ ଯାହାଙ୍କ ସାମ୍ନାରେ ଅପରାଧଭିତ୍ତିକ ଅଭିଯୋଗ ବିଚାର ଓ ନିଷ୍ପତ୍ତିପାଇଁ ଉପସ୍ଥାପନ କରାଯାଏ ଏବଂ ଯେ ଶାସନ ସମ୍ବନ୍ଧୀୟ କାର୍ଯ୍ୟ ବି କରନ୍ତି
ଉଦାହରଣ :
ମାଜିଷ୍ଟ୍ରେଟଙ୍କ ଅନୁପସ୍ଥିତି କାରଣରୁ ଆଜିର କଚେରୀ ବରଖାସ୍ତ ହେଲା
ଅନ୍ୟ ଭାଷାରେ ଅନୁବାଦ :
वह राजकीय अधिकारी जिसके सामने अपराधिक अभियोग आदि विचार और निर्णय के लिए उपस्थित किए जाते हैं और जो शासन-प्रब्ंध के भी कुछ कार्य करता है।
दंडाधिकारी की अनुपस्थिति के कारणा आज की पेशी नहीं हो पाई।