ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବହୁତ ବଡ଼ ପାପ କରିବା ଲୋକ
ଉଦାହରଣ : ମହାପାପୀ ସ୍ୱାମୀଙ୍କଠାରୁ ସେ ସମ୍ବନ୍ଧ ବିଛେଦ କରିନେଲା
ସମକକ୍ଷ : ଘୋରପାପୀ, ମହାପାତକୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
बहुत बड़ा पाप करने वाला।
ଅର୍ଥ : ବହୁତ ବଡ଼ ପାପୀ ବା ମହାପାପ କରିଥିବା ବ୍ୟକ୍ତି
ଉଦାହରଣ : ସେ ମହାପାପୀ, ସବୁବେଳେ ଦୁଷ୍କର୍ମରେ ଲିପ୍ତ ରହୁଛି
ସମକକ୍ଷ : ପାପିଷ୍ଠ
बहुत बड़ा पापी या महापाप करनेवाला।
ସଂସ୍ଥାପନ କରନ୍ତୁ