ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଅନେକ ଖୋପଥିବା ଢାଙ୍କୁଣୀଯୁକ୍ତ ଯେଉଁ ଡବାଟି ମସଲା ରଖିବାପାଇଁ ବ୍ୟବହାର କରାଯାଏ
ଉଦାହରଣ : ମାଧବିକା ମସଲାଡବାରୁ ମସଲା ବାହାରକରି ତରକାରୀରେ ପକାଉଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
कई खानों वाला वह ढक्कनदार डिब्बा जिसमें मसाले के काम आने वाली चीजें रखते हैं।
ଅର୍ଥ : ମସଲା ରଖିବାର ପାତ୍ର
ଉଦାହରଣ : ଶୀଲା ମସଲାଡବାରେ ମସଲା ରଖୁଛି
मसाला रखने का पात्र।
ସଂସ୍ଥାପନ କରନ୍ତୁ