ଅର୍ଥ : ଦକ୍ଷିଣ ଭାରତର ଗୋଟିଏ ପର୍ବତ
ଉଦାହରଣ :
ମଳୟଗିରି ଆଡ଼ୁ ଆସୁଥିବା ପବନକୁ ମଳୟାନିଳ କୁହାଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଡାଳଚିନି ଜାତିର ଏକ ପ୍ରକାରର ବହୁତ ଉଚ୍ଚ ଓ ବଡ଼ ଗଛ
ଉଦାହରଣ :
ବିଶେଷ କରି କାମରୂପ, ଆସାମ ଏବଂ ଦାର୍ଜିଲିଂରେ ମଳୟଗିରି ମିଳିଥାଏ
ଅନ୍ୟ ଭାଷାରେ ଅନୁବାଦ :
Any of various aromatic trees of the laurel family.
laurel