ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଖରାପ ବୁଦ୍ଧି
ଉଦାହରଣ : ଦୁର୍ବୁଦ୍ଧି କାରଣରୁ ହିଁ ଆପଣଙ୍କ ସବୁ ବେପାର ନଷ୍ଟଭ୍ରଷ୍ଟ ହୋଇଗଲା
ସମକକ୍ଷ : କୁବୁଦ୍ଧି, ଦୁର୍ବୁଦ୍ଧି, ଦୁଷ୍ଟବୁଦ୍ଧି, ନଷ୍ଟବୁଦ୍ଧି
ଅନ୍ୟ ଭାଷାରେ ଅନୁବାଦ :हिन्दी
बुरी बुद्धि।
ଅର୍ଥ : ଖରାପ ସ୍ୱଭାବବାଲା
ଉଦାହରଣ : କୁସ୍ୱଭାବୀ ବ୍ୟକ୍ତିର ସାଥୀ ହୁଅନାହିଁ
ସମକକ୍ଷ : କୁସ୍ୱଭାବୀ, ଦୁଃଶୀଳ, ବଦନାମୀ, ବଦମାସ୍
ଅନ୍ୟ ଭାଷାରେ ଅନୁବାଦ :हिन्दी English
बुरे स्वभाववाला।
Having an irritable and unpleasant disposition.
ସଂସ୍ଥାପନ କରନ୍ତୁ