ଅର୍ଥ : ମନ୍ତ୍ରଦ୍ୱାରା ସଂସ୍କାର କରାଯାଇଥିବା
ଉଦାହରଣ :
ପୂଜାରୀ ବକବକ ହେଉଥିବା ଲୋକକୁ ଅଭିମନ୍ତ୍ରିତ ପାଣି ପିଇବାକୁ ଦେଲେ
ସମକକ୍ଷ : ଅଭିମନ୍ତ୍ରିତ
ଅନ୍ୟ ଭାଷାରେ ଅନୁବାଦ :
मंत्र द्वारा संस्कार किया हुआ।
पुजारी ने अकबक बोलनेवाले व्यक्ति को अभिमंत्रित जल पीने के लिए दिया।