ଅର୍ଥ : ତୁର୍କୀ ଠାରୁ ଉତ୍ତର ଆଫ୍ରିକା ତଥା ପୂର୍ବ ଆଡକୁ ଇରାନ ପର୍ଯ୍ୟନ୍ତ ପୂର୍ବ-ଭୂମଧ୍ୟ ସାଗରର ଆଖପାଖ ଅଞ୍ଚଳ
ଉଦାହରଣ :
ପାଶ୍ଚାତ୍ୟ ସଭ୍ୟତାର ଉଦ୍ଗମ ସ୍ଥଳ ହେଉଛି ମଧ୍ୟ-ପ୍ରାଚ୍ୟ
ଅନ୍ୟ ଭାଷାରେ ଅନୁବାଦ :
तुर्की से उत्तरी अफ्रीका तथा पूर्व की ओर ईरान तक का पूर्वी भूमध्य सागर के आस-पास का क्षेत्र।
मध्य पूर्व पश्चिमी सभ्यता का उद्गम स्थल है।