ଅର୍ଥ : ଫୁଲର ଲମ୍ବା କେଶରଗୁଡ଼ିକ ଉପରେ ଜମାହୋଇଥିବା ଧୂଳି ବା ପୁଷ୍ପରେଣୁ
ଉଦାହରଣ :
ପ୍ରଜାପତି ପୁଷ୍ପରେଣୁକୁ ଗୋଟିଏ ଫୁଲରୁ ଅନ୍ୟ ଫୁଲ ପର୍ଯ୍ୟନ୍ତ ନେଇଯାଏ
ସମକକ୍ଷ : କୁସୁମରେଣୁ, ପରାଗକଣ, ପୁଷ୍ପ ପରାଗ, ପୁଷ୍ପରଜ, ପୁଷ୍ପରେଣୁ, ଫୁଲରେଣୁ
ଅନ୍ୟ ଭାଷାରେ ଅନୁବାଦ :
The fine spores that contain male gametes and that are borne by an anther in a flowering plant.
pollen