ଅର୍ଥ : ମଣିପୁରରେ କୁହାଯାଉଥିବା ଭାଷା
ଉଦାହରଣ :
ସେମାନେ ଦୁଇ ଜଣ ମଣିପୁରୀରେ କଥା ହେଉଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଣିପୁରରେ ରହିବା ବ୍ୟକ୍ତି
ଉଦାହରଣ :
କାଲି କଲେଜକୁ ମଣିପୁରୀ ଡାକ୍ତରମାନଙ୍କର ଏକ ଦଳ ଆସିବାର ଅଛି
ଅର୍ଥ : ମଣିପୁର ସମ୍ବନ୍ଧିତ
ଉଦାହରଣ :
ଆମେ ମଣିପୁରୀ ନୃତ୍ୟ ଦେଖିବାକୁ ଯାଇଥିଲୁ
ଅନ୍ୟ ଭାଷାରେ ଅନୁବାଦ :
मणिपुर का या वहाँ के निवासी, भाषा, संस्कृति इत्यादि से संबंधित।
हम लोग मणिपुरी नृत्य देखने गए थे।ଅର୍ଥ : ମଣିପୁରୀ ଭାଷାରେ ରଚିତ
ଉଦାହରଣ :
ତୁମେ କଣ ମୋତେ ମଣିପୁରୀ ସାହିତ୍ୟ ବିଷୟରେ କିଛି ଜ୍ଞାନ ଦେଇପାରିବ?