ଅର୍ଥ : ଏକ ପ୍ରକାର ନାଲି ପଥର ବା ଉପରତ୍ନ
ଉଦାହରଣ :
ତାଙ୍କ ମୁଦିରେ ମଣିପଥର ଲାଗିଛି
ଅନ୍ୟ ଭାଷାରେ ଅନୁବାଦ :
एक प्रकार का लाल पत्थर या उपरत्न।
उसकी अँगूठी में अक़ीक़ जड़ा है।
अक़ीक़,
अकीक
An impure form of quartz consisting of banded chalcedony. Used as a gemstone and for making mortars and pestles.
agate