ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଶସ୍ୟକୁ ଡାଲି ଓ ତରକାରି କରାଯାଇପାରେ
ଉଦାହରଣ : ରାମକୁ ମଟର ତରକାରି ଭାରି ଭଲ ଲାଗେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक अन्न जिसकी दाल और तरकारी बनती है।
The fruit or seed of a pea plant.
ଅର୍ଥ : ବିଲରେ ଲଗାଯାଉଥିବା ଯେଉଁ ଲତାର ମଞ୍ଜିରେ ଡାଲି ଆଦି ହୁଏ
ଉଦାହରଣ : କୃଷକ ବିଲରେ ମଟର ଉପାଡୁଛି
खेतों में बोई जाने वाली एक लता जिससे प्राप्त अन्न की दाल आदि बनती है।
A leguminous plant of the genus Pisum with small white flowers and long green pods containing edible green seeds.
ସଂସ୍ଥାପନ କରନ୍ତୁ