ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିବାହ ସମୟରେ କନ୍ୟାପକ୍ଷର ସ୍ତ୍ରୀମାନେ ଗାଉଥିବା ଗୀତ
ଉଦାହରଣ : ସ୍ତ୍ରୀଲୋକଙ୍କ ସହିତ ବୁଢ଼ିମା ମଧ୍ୟ କଳସା ଗାଉଛି
ସମକକ୍ଷ : କଳସା
ଅନ୍ୟ ଭାଷାରେ ଅନୁବାଦ :हिन्दी
वे गीत जो विवाह के समय कन्यापक्ष की स्त्रियाँ गाती हैं।
ଅର୍ଥ : ମଙ୍ଗଳ ଅବସରରେ ବା କାହାରିକୁ ଶୁଭେଚ୍ଛା ଜଣାଇବା ଅବସରରେ ଗାନ କରାଯାଉଥିବା ଗୀତ
ଉଦାହରଣ : ରାମ ଜନ୍ମ ହେବା ପରେ ଅଯୋଧ୍ୟାବାସୀ ବଧାଇଗୀତ ଗାଉଥିଲେ
ସମକକ୍ଷ : ବଧାଇଗୀତ
मंगल अवसर पर या किसी को बधाई देने के लिए गाया जानेवाला गीत।
ସଂସ୍ଥାପନ କରନ୍ତୁ