ଅର୍ଥ : ମକଦୁନିୟା ସହିତ ସମ୍ବନ୍ଧିତ ବା ମକଦୁନିୟାର
ଉଦାହରଣ :
ସେ ରେଡିଓରୁ ମକଦୁନିୟାୟୀ ସଙ୍ଗୀତର ମଜ୍ଜା ନେଉଛି
ସମକକ୍ଷ : ମେସିଡୋନିୟାୟୀ
ଅନ୍ୟ ଭାଷାରେ ଅନୁବାଦ :
मकदूनिया के निवासी, भाषा, संस्कृति आदि से संबंधित या मकदूनिया का।
वह रेडियो पर मकदूनियाई संगीत का आनंद ले रहा है।ଅର୍ଥ : ମକଦୁନିୟାୟୀ ଭାଷା ସହିତ ସମ୍ବନ୍ଧିତ ବା ମକଦୁନିୟାୟୀ ଭାଷାର
ଉଦାହରଣ :
ପ୍ରାଚୀନ ମକଦୁନିୟାୟୀ ସାହିତ୍ୟର ଐତିହାସିକ ମହତ୍ତ୍ୱ ରହିଛି
ସମକକ୍ଷ : ମେସିଡୋନିଆୟୀ