ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବାଉଁଶ ବା ମୁଞ୍ଜରେତିଆରି ହୋଇଥିବା ଅତି ଅଳ୍ପ ଗଭୀର ଡାଲା
ଉଦାହରଣ : ପିଲାଟି ଭୋଗେଇରେ ଥିବା ଚଣା ଖାଉଛି
ସମକକ୍ଷ : ଡାଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
बाँस या मूँज की बनी हुई बहुत छोटी गहरी डलिया।
ଅର୍ଥ : ମୁଞ୍ଜ ଘାସରେ ତିଆରି କରାଯାଇଥିବା ଏକ ପ୍ରକାରର ଛୋଟ ଡାଲା
ଉଦାହରଣ : ଛୋଟ ପିଲାଟି ଡାଲାରେ ଧୂଳି ଭର୍ତ୍ତିକରୁଛି
ସମକକ୍ଷ : ଡାଲା, ଡାଲିଆ
मूँज आदि की बनी हुई एक प्रकार की छोटी डलिया।
ସଂସ୍ଥାପନ କରନ୍ତୁ