ଅର୍ଥ : ମିଠାଳିଆ ନିମ୍ବ ପତ୍ର
ଉଦାହରଣ :
ଭୁରୁସୁଙ୍ଗ ପତ୍ର ପକାଇଲେ ତରକାରି ସ୍ୱାଦିଷ୍ଟ ହୋଇଥାଏ
ସମକକ୍ଷ : ଭୁର୍ସୁଙ୍ଗ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଧ୍ୟମ ଧରଣର ଏକ ଗଛ ଯାହାର ପତ୍ରଗୁଡ଼ିକ ମସଲା, ଔଷଧ ଆଦି ରୂପେ ବ୍ୟବହାର ହୁଏ
ଉଦାହରଣ :
କଡ଼ିକୁ ସ୍ୱାଦିଷ୍ଟ କରିବାପାଇଁ ସେଥିରେ ଭୁରୁସୁଙ୍ଗ ପତ୍ର ପକାଯାଏ
ସମକକ୍ଷ : ଭୁର୍ସୁଙ୍ଗ
ଅନ୍ୟ ଭାଷାରେ ଅନୁବାଦ :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
tree