ଅର୍ଥ : ଭାରତର କ୍ରିକେଟ୍ କଂଟ୍ରୋଲ୍ ବୋର୍ଡ (କ୍ରିକେଟ୍ ନିୟନ୍ତ୍ରଣ ପରିଷଦ)
ଉଦାହରଣ :
ବେଳେବେଳେ ଭାରତୀୟ କ୍ରିକେଟ୍ କଂଟ୍ରୋଲ୍ ବୋର୍ଡ ମନମୁଖି କାମ କରୁଥିବାପରି ଲାଗେ
ସମକକ୍ଷ : କ୍ରିକେଟ୍ ନିୟନ୍ତ୍ରଣ ପରିଷଦ, ବି ସି ସି ଆଇ, ଭାରତୀୟ କଂଟ୍ରୋଲ୍ ବୋର୍ଡ
ଅନ୍ୟ ଭାଷାରେ ଅନୁବାଦ :
भारत का क्रिकेट कंट्रोल बोर्ड।
कभी-कभी भारतीय क्रिकेट कंट्रोल बोर्ड मनमानी करने लगता है।