ଅର୍ଥ : ଅଷ୍ଟାଦଶ ପୁରାଣମାନଙ୍କ ମଧ୍ୟରୁ ଗୋଟିଏ
ଉଦାହରଣ :
ଭବିଷ୍ୟପୁରାଣ ବେଦବ୍ୟାସଙ୍କ ଦ୍ୱାରା ଲେଖା ଯାଇଛି ବୋଲି କୁହାଯାଏ
ଅନ୍ୟ ଭାଷାରେ ଅନୁବାଦ :
A body of 18 works written between the first and 11th centuries and incorporating legends and speculative histories of the universe and myths and customary observances.
purana