ଅର୍ଥ : ସେହି ବେପାରୀ ଯିଏ ବହୁତ ବା ଏକତ୍ରୀତ ମାଲ କିଣିବା ବା ବିକ୍ରିକରିବାର କାର୍ଯ୍ୟକରେ
ଉଦାହରଣ :
ସେ ଲୁଗାର ମୋଟା ବେପାରୀ
ସମକକ୍ଷ : ମୋଟା ବେପାରୀ, ହୋଲ୍ ସେଲର୍
ଅନ୍ୟ ଭାଷାରେ ଅନୁବାଦ :
Someone who buys large quantities of goods and resells to merchants rather than to the ultimate customers.
jobber, middleman, wholesaler