ଅର୍ଥ : ବିଶ୍ୱସ୍ତରରେ ହେଉଥିବା ଯୁଦ୍ଧ ଯେଉଁଥିରେ ବିଶ୍ୱର ପ୍ରାୟ ସବୁ ଦେଶ ଅଂଶ ଗ୍ରହଣ କରନ୍ତି
ଉଦାହରଣ :
ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ନାଗାସାକୀ ଓ ହିରୋସିମା ସହର ସମ୍ପୂର୍ଣ୍ଣଭାବେ ନଷ୍ଟ ହୋଇଗଲା
ସମକକ୍ଷ : ବିଶ୍ୱସଂଗ୍ରାମ
ଅନ୍ୟ ଭାଷାରେ ଅନୁବାଦ :
वह युद्ध जो विश्व स्तर पर होता है या जिसमें विश्व के लगभग सभी देश भाग लेते हैं।
द्वितीय विश्व-युद्ध में जापान के दो शहर नागासाकी तथा हिरोशिमा पूरी तरह से नष्ट हो गए।A war in which the major nations of the world are involved.
world war