ଅର୍ଥ : ଶୋକଆଦି ଅବସ୍ଥାରେ କାନ୍ଦିକି ଦୁଃଖ ପ୍ରକାଶ କରିବା
ଉଦାହରଣ :
ନିଜ ପତିର ମୃତ୍ୟୁ ଖବର ଶୁଣି ସେ ବିଳାପ କରୁଛି
ସମକକ୍ଷ : ଅଶ୍ରୁବୁହାଇବା, କାନ୍ଦିବା, କ୍ରନ୍ଦନକରିବା, ରୋଦନକରିବା
ଅନ୍ୟ ଭାଷାରେ ଅନୁବାଦ :
शोक आदि के समय रोकर दुख प्रकट करना।
अपने पति की मृत्यु का समाचार सुनकर वह विलाप कर रही है।